Jump to content

ଘାତି

ଉଇକିଅଭିଧାନ‌ରୁ

ଘାତି

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ - (ହନ୍ ଧାତୁ+ ଭାବ. ଇ)

[ସମ୍ପାଦନା]
୧. ଆଘାତ; ପ୍ରହାର; ହତ୍ୟା — ୧. Slaughter; stroke.
୨. (+ କରଣ. ଇ) ଚଢ଼େଇ ଧରିବା ଜାଲ — ୨. Bird-net.