Jump to content

ଘାତୀ

ଉଇକିଅଭିଧାନ‌ରୁ

ଘାତୀ

ଉଚ୍ଚାରଣ

[ସମ୍ପାଦନା]
(file)
(ଘାତିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ହନ୍ ଧାତୁ+ କର୍ତ୍ତୃ. ଇନ୍; ୧ମା . ୧ବ.)

[ସମ୍ପାଦନା]
୧. (ଅମୁକର) ହତ୍ୟାକାରୀ — ୧. Murdering; murderer of.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ ଯଥା—ପିତୃଘାତା; ଆତ୍ମଘାତୀ]

୨. (ଅମୁକର) ବିନାଶକାରୀ — ୨. Destroying; destroyer of.

(ଯଥା—କୃମିଘାତୀ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ହତ୍ୟାକାରୀ ବ୍ୟକ୍ତି — Slaughterer; murderer; assassin.

ଦେଶଜ - ବିଶେଷଣ - ପୁଲିଙ୍ଗ - (ଘାତ+ ଇନ୍; ୧ମା. ୧ବ.)

[ସମ୍ପାଦନା]

ଆଘାତପ୍ରାପ୍ତ (ବ୍ୟ୍ୟକ୍ତି) — Wounded (person)