ଘାତୁକ
ଦେଖଣା
ଘାତୁକ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
(ଘାତୁକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ହନ୍ ଧାତୁ+ କର୍ତ୍ତୃ. ଉକ)
[ସମ୍ପାଦନା]- ୧. ନିଷ୍ଠୁର; କ୍ରୁର —୧. Cruel; ferocious.
- ୨. ହିଂସ୍ର —୨. Revengeful.
- ୩. ହନନକାରୀ; ବଧକାରୀ — ୩. Murdering; slaughtering.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ରାଜାଦେଶରେ ହତ୍ୟାକାରୀ ବ୍ୟକ୍ତି — ୧. Executioner.
- ୨. ଗୁପ୍ତହତ୍ୟାକାରୀ ବ୍ୟକ୍ତି —୨. An assassin.