ଘାତ ଚନ୍ଦ୍ର
ଦେଖଣା
ଘାତ ଚନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
=== ସଂସ୍କୃତ - ବିଶେଷ୍ୟ -
(ଫଳିତ ଜ୍ୟୋତିଷ) ଜନ୍ମରାଶିଠାରୁ ଚନ୍ଦ୍ରଙ୍କର ଅବସ୍ଥାନବିଶେଷ, ଯଦ୍ଦ୍ୱାରା ମନୁଷ୍ୟର ଅନିଷ୍ଟ ହୁଏ —(astrology) Inauspicious position of the moon with reference to a person's horoscope, which causes misfortune to a person.
[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଚନ୍ଦ୍ର ଜନ୍ମରାଶିଠାରୁ ନିମ୍ନୋକ୍ତ ସ୍ଥାନମାନଙ୍କରେ ଥିଲେ ଘାତଚନ୍ଦ୍ର ବୋଲି କଥିତ ହୁଏ ମେଷ ରାଶିର ଆଦ୍ୟ, ବୃଷଭର ପଞ୍ଚମ, ମିଥୁନର ନବମ , କର୍କଟର ଦ୍ୱିତୀୟ, ସିଂହର ଷଷ୍ଠ, କନ୍ୟାର ଦଶମ, ତୁଳାର ତୃତୀୟ, ବିଛାର ସପ୍ତମ, ଧନୁର ଚତୁର୍ଥ, ମକରର ଅଷ୍ଟମ, କୁମ୍ଭର ଏକାଦଶ ଓ ମୀନର ଦ୍ୱାଦଶ]