Jump to content

ଘାତ ନକ୍ଷତ୍ର

ଉଇକିଅଭିଧାନ‌ରୁ

ଘାତ ନକ୍ଷତ୍ର

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଫଳିତ ଜ୍ୟୋତିଷ) ଅଶୁଭ ନକ୍ଷତ୍ର — (astrology) Inauspicious lunar mansion.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଜନ୍ମନକ୍ଷତ୍ର ଠାରୁ ପ୍ରଥମ, ତୃତୀୟ, ପଞ୍ଚମ ଓ ସପ୍ତମ ମଘା ନକ୍ଷତ୍ର ଓ ଘାତନକ୍ଷତ୍ର ଅଟେ]