Jump to content

ଘାବ୍ଡ଼ାଇବା

ଉଇକିଅଭିଧାନ‌ରୁ

ଘାବ୍ଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

(ଘାବଡ଼େଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଭୟତ୍ରସ୍ତ ହେବା; ତର୍ଚ୍ଛ ହେବା — ୧. To be bewildered; to be alarmed or dumbfounded.

୨. ବିଚଳିତ ହେବା — ୨. To be confused or perplexed.