Jump to content

ଘାଲି

ଉଇକିଅଭିଧାନ‌ରୁ

ଘାଲି

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘୂର୍ଣ୍ଣନ)

[ସମ୍ପାଦନା]
୧. ଟଳଟଳ ଅବସ୍ଥା — ୧. State of reeling; tottering.
୨. ଘୁରିବା —୨. Whirling.
୩. ଭୂମିରେ ପଡ଼ିଯିବା ଅବସ୍ଥା —୩. State of coming down to the ground.