Jump to content

ଘାଲି ପଡ଼ିବା

ଉଇକିଅଭିଧାନ‌ରୁ

ଘାଲି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଟଳଟଳ ହୋଇ ଭୂମିରେ ପଡ଼ିଯିବା — ୧. To reel down.
୨. ଆଘାତପ୍ରାପ୍ତ ବା କ୍ଳାନ୍ତ ହୋଇ ଏକ ପାଖକୁ ଆଉଜି ପଡ଼ିବା —୨. To lean or to reel down to one side helplessly (in langour or after being wounded or struck.)