ଘାସି
ଦେଖଣା
ଘାସି
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧସ୍ ଧାତୁ= ଗ୍ରାସ କରିବା+ ଇ)
[ସମ୍ପାଦନା]- ୧. ଅଗ୍ନି — ୧. Fire.
ଅନୁବାଦ
[ସମ୍ପାଦନା]ଘାସି
|
(ଘାସିଆଣୀ—ସ୍ତ୍ରୀ)
- ୨. ଘାସ —୨. Grass.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘାସ)
[ସମ୍ପାଦନା]- ୧. ଗବାଦି ପଶୁଙ୍କ ନିମନ୍ତେ ଘାସ କାଟି ବିକ୍ରୟ କରି ଯେ ଜୀବିକା ନିର୍ବାହ କରେ —୧. One who earns a living by cutting and selling grass for feeding cattle.
- ୨. ଘୋଡ଼ା ନିମନ୍ତେ ଘାସ କାଟିବାକୁ ନିଯୁକ୍ତ ଭୃତ୍ୟ — ୨. Grass-cutter (engaged to mow or cut grass for a horse).
(ଘାସିଏନ୍—ସ୍ତ୍ରୀ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଘସିଆ (ଦେଖ) - Ghasiā (See)