Jump to content

ଘାସୀ

ଉଇକିଅଭିଧାନ‌ରୁ

ଘାସୀ

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

ଗୋମାଂସ ଖାଉଥିବା ଓ ମେହେନ୍ତର କାମ କରୁଥିବା ଅସ୍ପୃଶ୍ୟ ଜାତିବିଶେଷ — A low-caste people of beef-eaters following the profession of a sweeper.

[ଦ୍ରଷ୍ଟବ୍ୟ —ଏମାନେ ଦୁଇପ୍ରକାର ଯଥା—(୧) କରୁଆ ଘାସୀ ଏମାନେ ବାଜା ବଜାନ୍ତି (୨) ଦକ୍ଷିଣିଆ ଘାସୀ ଏମାନେ ବାଜା ବାଜନ୍ତି ନାହିଁ]