Jump to content

ଘିଅଭାତ

ଉଇକିଅଭିଧାନ‌ରୁ

ଘିଅଭାତ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]
୧. ଦେଶଜ - ବିଶେଷ୍ୟ - (ଦ୍ୱନ୍ଦ)—ଘୃତ ଓ ଅନ୍ନ — ୧. Ghee and boiled rice.
୨. (ମଧ୍ୟପଦଲୋପୀ କର୍ମଧା) ଘୃତାକ୍ତ ଅନ୍ନ —୨. Boiled rice mixed or saturated with ghee.