Jump to content

ଘିଅ ଦୀପ

ଉଇକିଅଭିଧାନ‌ରୁ

ଘିଅ ଦୀପ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଦୀପରେ ତେଲ ପରିବର୍ତ୍ତରେ ଘିଅ ଜଳେ — A lamp burning with ghee.

[ଦ୍ରଷ୍ଟବ୍ୟ —ଦେବତାଙ୍କ ଆଗରେ ଓ ବୈଦିକ ଅନୁଷ୍ଠାନ ଉପଲକ୍ଷରେ ତୈଳପ୍ରଦୀପ ପରିବର୍ତ୍ତେ ଘିଅଦୀପ ଜଳାଯାଏ]