ଘିଅ ପଲମ
ଦେଖଣା
ଘିଅ ପଲମ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ପଲମକୁ ନିଆଁ ଉପରେ ବସାଇ ତହିଁରେ ଲହୁଣୀ ବା ନଡ଼ିଆରସ ଫୁଟାଇ ଘିଅ ମରାଯାଏ ଏବଂ ଯେଉଁ ପଲମରେ ଘିଅ ପୂରାଇ ନିଆଁ ଉପରେ ବସାଇ ପିଠା ଛଣାଯାଏ —A flat pan which is set over fire for turning butter into ghee or fire frying cakes.
ଗଉଡ଼ୁଣୀ ଘର ଘିଅପଲମ ନକନକେଇଲା, ଚଉଦହାତୀ ଢଉଁରୀ ଶାଢୀ ମୋ କାନ୍ଧକୁ ନ ପଇଲା ଢଗ