Jump to content

ଘିଇତାକରାଇ

ଉଇକିଅଭିଧାନ‌ରୁ

ଘିଇତାକରାଇ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ଇତର) ବିଶେଷଣ - ସ୍ତ୍ରୀ (ଗାଳି)

[ସମ୍ପାଦନା]

ଅସତୀ; ବିଟପୀ — (a term of abuse) Adulteress; unchaste.

ସତୀ ଭାରିଯାକୁଟି ଘଇତାକରାଇ, ବୋଲି ଘଉଡ଼ିବା କାହିଁତ ଶୁଣା ନାହିଁ କୃଷ୍ଣସିଂହ. ମହାଭାରତ. ବନ