Jump to content

ଘିଚିବା

ଉଇକିଅଭିଧାନ‌ରୁ

ଘିଚିବା

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ତୁଳ. ହିନ୍ଦୀ - ଖୀଁଚ୍ନା)

[ସମ୍ପାଦନା]
୧. ଖେଞ୍ଚିବା; ଓଟାରିବା —୧. To draw, to pull.
୨. ଝିଙ୍କିବା —୨. To pull out.