Jump to content

ଘିତିବା

ଉଇକିଅଭିଧାନ‌ରୁ

ଘିତିବା

ଉଚ୍ଚାରଣ

[ସମ୍ପାଦନା]
(file)

(ଘେନିବା—ଉଚ୍ଚଜାତି ବ୍ୟବହୃତ ଭାଷା)

ଗ୍ରାମ୍ୟ - (ଇତର) କ୍ରି. (ସଂସ୍କୃତ - ଗୃହୀତ=ତୁଳ. ପ୍ରା. ଗହିତ)

[ସମ୍ପାଦନା]
୧. (ସକର୍ମକ) ନେବା; ଘେନିବା; ଗ୍ରହଣ କରିବା — ୧. To take; to carry.
୨. (ସକର୍ମକ) ଶୋଭା ପାଇବା — ୨. To look beautiful.
୩. (ଘାଆ ଆଦି) ପ୍ରକୁପିତ ହେବା — ୩. To be intensified; to deepen.
୪. ବ୍ୟଥାଯୁକ୍ତ ହେବା — ୪. To ache; to be painful.