Jump to content

ଘିନାଇବା

ଉଇକିଅଭିଧାନ‌ରୁ

ଘିନାଇବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶୋଭା ପାଇବା — ୧. To look beautiful.
୨. କଥାରେ ବୋଧସୋଧ କରିବା; ଘେନାଘନି କରିବା — ୨. To assuage a person by words.
୩. ମନକୁ ପାଇବା; ଘେନିବା —୩. To suit one's taste; to meet with one's approval.
୪. ଟେକାଟେକି କରିବା; ଚାଟୁ କରିବା —୪. To flatter.