Jump to content

ଘିନାକିନା

ଉଇକିଅଭିଧାନ‌ରୁ

ଘିନାକିନା

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. କିଣାବିକା; କ୍ରୟବିକ୍ରୟ — ୧. purchase and sale.
୨. ପଣ୍ୟଦ୍ରବ୍ୟର ବିକ୍ରିଖରଦି; ବ୍ୟବସାୟ ବାଣିଜ୍ୟ — ୨. Trade.