Jump to content

ଘିନି ଖାଇବା

ଉଇକିଅଭିଧାନ‌ରୁ

ଘିନି ଖାଇବା

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. ଆହାରୀୟ ଉପକରଣ କିଣି କରି ଖାଇବା — ୧. To purchase one's daily victuals in the market every day.
୨. (ବ୍ୟଙ୍ଗ) ସୁନ୍ଦର ଦେଖାଯିବା; ଶୋଭା ପାଇବା — ୨. (ironical) To look fittingly beautiful.