ଘିମିର ମାରିବା
ଘର୍ମଜନିତ ଜଳପୂର୍ଣ୍ଣ କ୍ଷୁଦ୍ର ବ୍ରଣକୁ ନଖଦ୍ୱାରା ଚିପି ତହିଁରୁ ଜଳ ବାହାର କରିବା — To press the water out of the prickly heat by the finger-nails.