Jump to content

ଘୁ

ଉଇକିଅଭିଧାନ‌ରୁ

ଘୁ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ଅ.

[ସମ୍ପାଦନା]

କପୋତଧ୍ୱନି — The cooing of the dove.

ଦେଶଜ - ଅ.—(ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ବହୁଲୋକଙ୍କ ସମା— ବେଶଜନିତ ଶବ୍ଦ —୧. Confused noise of a crowd.


୨. ପବନର ଦ୍ରୁତ ଭାବରେ ବହିବାର ଶବ୍ଦ — ୨. Sound of blowing or rushing wind.
୩. ପେଟ ଭିତରେ କୁପିତ ବାୟୁର ଶବ୍ଦ —୩. Sound in the stomach due to wind.

ଦେଶଜ - କ୍ରି. ବିଶେଷଣ -

[ସମ୍ପାଦନା]
୧. ପବନ ପରି ଦ୍ରୁତବେଗରେ ବହିବାର ଶବ୍ଦ କରି —୧. With the sound of blowing wind.
୨. ପାଣି ବା ପବନ ବହିବା ପରି ବିନା ବାଧାରେ ଓ ବିଶେଷ ପରିମାଣରେ —୨. In large quantity and unabated (like water or wind rushing through an opening).