ଘୁଘୁ କମ୍ପିବା
ଦେଖଣା
ଘୁଘୁ କମ୍ପିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବହୁଲୋକସମାଗମରେ ଅସଂଖ୍ୟ ଲୋକଙ୍କ ମୁଖ— ନିଃସୃତ ବାକ୍ୟମାନଙ୍କର ସମ୍ମଳିତ ଉଚ୍ଚ ଅର୍ଥ— ହୀନ ଶବ୍ଦ ବା ଗୋଳ —Confused sound arising out of a big crowd of persons talking loudly.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଜନଗହଳି ନିଃସୃତ ଶବ୍ଦରେ ବା ବାଦ୍ୟାଦିରେ ଶବ୍ଦରେ ପୂର୍ଣ୍ଣ ହେବା —To resound with confused noise due to a large crowd or beating of many drums.
(ଯଥା—ରଥଯାତ୍ରା ଦିନ ବଡ଼ଦାଣ୍ଡ଼ ଘୁଘୁ କମ୍ପୁଛି)