Jump to content

ଘୁଘୁ ହେବା

ଉଇକିଅଭିଧାନ‌ରୁ

ଘୁଘୁ ହେବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପେଟରେ ପ୍ରକୁପିତ ବାୟୁଦ୍ୱାରା ଶବ୍ଦ ଜାତ ହେବା —୧. Sound heared in the stomach due to wind.
୨. କାନ ଭିତରେ ଏକ ପ୍ରକାର ଶବ୍ଦ ବୋଧ ହେବା — ୨. A sound experienced in one's ear due to some derangement.