ଘୁଙ୍ଗୁଡ଼ି ମାରିବା
ଶୋଇବା ସମୟରେ ନାକବାଟେ ଉଚ୍ଚ ଧ୍ୱନି କରିବା —To snore.
ସେ ଆନନ୍ଦରେ ଘୁଙ୍ଗୁଡ଼ି ମାଇଲା—ନୀଳକଣ୍ଠ ଦାସ. ପିଲାଙ୍କ ରାମାୟଣ