Jump to content

ଘୁଙ୍ଗୁର ବାନ୍ଧିବା

ଉଇକିଅଭିଧାନ‌ରୁ

ଘୁଙ୍ଗୁର ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବଳାଗଣ୍ଠିରେ ବା କଟିଦେଶରେ ଘୁଙ୍ଗୁର— ଲଗା ଅଳଙ୍କାର ପିନ୍ଧିବା —To wear or tie a string of tinkling bells round the ankle or waist.

[ଦ୍ରଷ୍ଟବ୍ୟ —ନାଟୁଆମାନେ ବଳାଗଣ୍ଠିରେ ବା ଅଣ୍ଟାରେ ଘୁଙ୍ଗୁର ବାନ୍ଧନ୍ତି; ତାଳ ଅନୁସାରେ ଅଙ୍ଗଚାଳନ କଲାବେଳେ ଘୁଙ୍ଗୁରମାନ ତାଳ ଅନୁସାରେ ଝୁଣୁଝୁଣୁ ଶବ୍ଦ କରେ]