ଘୁଚ୍ପେଲ ହେବା

ଉଇକିଅଭିଧାନ‌ରୁ

ଘୁଚ୍ପେଲ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

୧. ପଶ୍ଚାତ୍ ପଦ ହେବା; ଯିବାକୁ ବା କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା —୧. To give vent to one's unwillingness to do anything; to shrink from doing a thing.
୨. ଇତସ୍ତତଃ କରିବା; ଦୋଦୋପାଞ୍ଚ ହେବା — ୨. To hesitate.