ଘୁଞ୍ଚାଇବା
ଦେଖଣା
ଘୁଞ୍ଚାଇବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଘୁଞ୍ଚେଇବା—ଅନ୍ୟରୁପ)
ଦେଶଜ - କ୍ରି—(ଘୁଞ୍ଚିବାର ଣିଜନ୍ତରୁପ)
[ସମ୍ପାଦନା]- ୧. ସ୍ଥାନାନ୍ତର କରିବା — ୧. To remove (a thing).
- ୨. ଅପସାରିତ କରିବା; ଦୁର କରାଇବା — ୨. To cause to vanish or disappear.
ମାରାଶୁରା ଡ଼ର ଘୁଞ୍ଚାଇ—କବିସୂର୍ଯ୍ୟ. ସଙ୍ଗୀତ
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆଣିବା, ଦେବା, ନେବା ଓ ରଖିବା କ୍ରିୟାମାନ ଯୁକ୍ତ ହୁଏ]