Jump to content

ଘୁଡ଼ିସୂତୁଲି

ଉଇକିଅଭିଧାନ‌ରୁ

ଘୁଡ଼ିସୂତୁଲି

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବ

[ସମ୍ପାଦନା]

ଘୁଡ଼ିରେ ଲାଗିବା ନିମନ୍ତେ ପ୍ରସ୍ତୁତ ଟାଣ ସୁତା — The string of a paper-kite.

[ ଦ୍ର—କୌଣସି କୌଣସି ଘୁଡ଼ିର ସୂତାରେ ଅଠା ଓ କାଚ ଗୁଣ୍ଡି ବୋଳା ହୋଇଥାଏ ଯେପରି କି ଉଡ଼ୁ— ଥିବା ଅନ୍ୟ ଗୁଡ଼ିର ସୂତାକୁ ଏ କାଚଗୁଣ୍ଡିଯୁକ୍ତ ସୂତା ଘଷି କରି କାଟି ଦେଇ ପାରିବ]