ଘୁଡ଼ୁକା
ଦେଖଣା
ଘୁଡ଼ୁକା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘୁଡ଼ୁକା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଏଥିରେ ଗୋରୁମାନଙ୍କ ତଣ୍ଟିରୁ ଘୁଡ଼ୁ ଘୁଡ଼ୁ ଶବ୍ଦ ବାହାରୁ ଥିବାରୁ)—ଗୋରୁଙ୍କ ରୋଗ ବିଶେଷ — Hœmorrhagic Septicatmia of cattle.
[ ଦ୍ର—ଏହାକୁ ତଣ୍ଟିକଟା, ତଣ୍ଟିଫୁଲା ଓ ସାହାଣା ରୋଗ ବୋଲି ମଧ୍ୟ କୁହାଯାଏ ଏହା ଡ଼ିଆଁ ରୋଗ; ଏଥିରେ ପଶୁର ଗଳା ଫୁଲି ଯାଏ, କଣ୍ଠରୁ ଘୁଡ଼ୁ ଘୁଡ଼ୁ ଶଦ୍ଦ ହୁଏ, ଜ୍ୱର ହୁଏ ଓ ପଶୁ ମରିଯାଏ]
ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ -
[ସମ୍ପାଦନା]ଘୁଡ଼ୁକି (ଦେଖ) - Ghuṟḍ̠uki (See)