Jump to content

ଘୁଣ

ଉଇକିଅଭିଧାନ‌ରୁ

ଘୁଣ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ସଂସ୍କୃତ - ବିଶେଷ୍ୟ - (ଘୁଣ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

କାଠ ପୋକ; କାଷ୍ଠକୃମି; କାଠରେ ରନ୍ଧ୍ର କରିବା ପୋକ ବିଶେଷ —Weevil; worm boring into wood; wood—borer.

ସମାଜେ ଏ ହୀନ ଭାବ ଘୁଣ ରୂପେ ପଶି ଅସ୍ଥି ମଜ୍ଜା ଶୋଷି ତାକୁ କରିବା ଜର୍ଜର—ରାଧାନାଥ. ମହାଯାତ୍ରା

[ ଦ୍ର—କାଠ, କାଠରେ ତିଆରି ବସ୍ତୁ. କାଗଜ, ବହି, ତାଳପତ୍ର ପୋଥି, ଚାଉଳ, ମୁଗ ଆଦି ପୁରୁଣା ହେଲେ ସେଥିରେ ଘୁଣ ଲାଗନ୍ତି ଘୁଣ ନାନା ଜାତିର ଏମାନେ ଯେଉଁ ଜିନିସକୁ ଆକ୍ରମଣ କରନ୍ତି ତାକୁ ଫମ୍ପା କରି ତହିଁର ସାରତକ ନଷ୍ଟ କରନ୍ତି]