Jump to content

ଘୁଣଖିଆ

ଉଇକିଅଭିଧାନ‌ରୁ

ଘୁଣଖିଆ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପୋକଦ୍ୱାରା ନଷ୍ଟ; ପୋକଖିଆ — ୧. Worm eaten.
୨. (ଲକ୍ଷଣାର୍ଥ) ରୋଗ ବା ଚିନ୍ତା ଦ୍ୱାର ଜୀର୍ଣ୍ଣଶୀର୍ଣ୍ଣ; ଅନ୍ତଃସାର—ଶୂନ୍ୟ (ଶରୀର) — ୨. (figurative) Worn out or debilitated by care and illness.