ଘୁଣାକ୍ଷର
ଦେଖଣା
ଘୁଣାକ୍ଷର
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଘୁଣ ଦ୍ୱରା କୃତ ଅକ୍ଷର)
[ସମ୍ପାଦନା]- ୧. କାଠପୋକ କାଠ କାଟି କରିଥିବା ଛିଦ୍ରମାନ ଦୈବଯୋଗରେ ଅକ୍ଷର ପରି ଦେଖାଯିବା ଅବସ୍ଥା — ୧. Letters fortuitously formed on wood by the weevil boring into it.
- ୨. (ଲକ୍ଷଣାର୍ଥ) ଦୈବାତ୍ ଘଟିଥିବା ଅକଳ୍ପିତ ଘଟଣା — ୨. (figurative) Fortuitous events and circumstances brought about without previous design (like letters formed by wood-borers boring into wood).
- ୩. ସୁର୍ତ୍ତିଖେଳ (ପ୍ରକୃତିବାଦ) —୩. Lottery.
- ୪. ଆଶ୍ଚର୍ଯ୍ୟଜନକ ବା ଅସାଧାରଣ ଘଟନା (ପ୍ରକୃତିବାଦ) — ୪. Any extraordinary or uncommon event.
- ୫. ସୌଭାଗ୍ୟ (ପ୍ରକୃତିବାଦ) — ୫. Prosperity; good luck.