ଘୁଣ ଖାଇବା
ଦେଖଣା
ଘୁଣ ଖାଇବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘୁଣ ଖାଇବା
|
ଘୁଣ ଧରିବା, ଘୁଣ ଲାଗିବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାଠ ଓ ଶସ୍ୟାଦିରେ କୀଟ ପଶି ନଷ୍ଟ କରିବା —୧. The eating up (of wood or grain) by insects.
- ୨. (ଲକ୍ଷଣାର୍ଥ) ହୃଦୟ ବା ଶରୀର ଦୁଶ୍ଚିନ୍ତା ବା ରୋଗରେ ଆକ୍ରାନ୍ତ ହେବା — ୨. (figurative) The state of the mind and body being overcome with anxiety or disease; care-worn.