Jump to content

ଘୁମମ ଛଡ଼େଇବା

ଉଇକିଅଭିଧାନ‌ରୁ

ଘୁମମ ଛଡ଼େଇବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନିଦ ଭଙ୍ଗାଇବା; ପ୍ରହାର, ଧମକାଣ ଓ ଦେହକୁ ବାରମ୍ୱାର ହଲାଇବାଦ୍ୱାରା ନିଦରେ ଘାରି ହେଉଥିବା ବା ଘୁମାଉଥିବା ବ୍ୟକ୍ତିକୁ ସଚେତ କରାଇବା —To rouse a person from stupor, drowsiness or sleepiness by artificial means (eg. beating, vigorously pushing), terrifying, etc.