Jump to content

ଘୁମ୍

ଉଇକିଅଭିଧାନ‌ରୁ

ଘୁମ୍

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିଦ୍ରା; ନିଦ — ୧. Sleep; slumber.
୨. ଢୁଳାଇବା; ନିଦ୍ରାଯୁକ୍ତ ହୋଇ ବସିବା ଅସସ୍ଥାରେ ଢଳିବା — ୨. Reeling due to an attack of sleepiness; stupor; dozing.
୩.

ଅନୁବାଦ

[ସମ୍ପାଦନା]

ଘମ; ଶସ୍ୟାଦି ସଞ୍ଚୟ କରିବା ନିମନ୍ତେ ମାଟିରେ ତିଆରି ସରୁମୁହାଁ ଓ ବଡ଼ ପେଟ ଥିବା ଉଚ୍ଚ ମାଟି ନନ୍ଦିଆ — ୩. A big earthen jar for storing grains (Small-mouthed, deep-bellied and tall.)

ବାହୁ ଆଉ ଲୋକଙ୍କ ଜଙ୍ଘ ପରି ମୋଟା, ପେଟଟି ଗୋଟିଏ ଦଶ ନୌତିଆ ଘୁମ—ଫକୀରମୋହନ. ଗଳ୍ପସ୍ୱଳ୍ପ