ଘୁମ୍ନିମୁହାଁ
ଦେଖଣା
ଘୁମ୍ନିମୁହାଁ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
(ଘୁମ୍ନିମୁହୀଁ—ସ୍ତ୍ରୀ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ପୁଲିଙ୍ଗ - (ତୁଳ. ଏହି ଅର୍ଥରେ ହି ପୁଂ. ଘୁନ୍ନା; ସ୍ତ୍ରୀ. ଘୁନ୍ନୀ)
[ସମ୍ପାଦନା]ଯେଉଁ ବ୍ୟକ୍ତି ମୁହିଁକୁ ବିରସ କରି କିଛି କଥା ସ୍ପଷ୍ଟରୂପେ ଫିଟାଇ କହେ ନାହିଁ; ଗୁମାନିଆଁ; ଯେଉଁ ବ୍ୟକ୍ତି ଆପଣା ମନର କ୍ରୋଧ,
ଅଭିମାନ ଆଦି ମନରେ ରଖି ବାହାରେ କିଛି କହେ ନାହଁ ଅଥଚ ମୁହଁଟାକୁ ଗାରୁ ଗାରୁ କରିଥାଏ — Sullen; sulky; frowning (person.)