Jump to content

ଘୁରା

ଉଇକିଅଭିଧାନ‌ରୁ

ଘୁରା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁର୍ଣ୍ଣ ଧାତୁ)

[ସମ୍ପାଦନା]
୧. ଘୂର୍ଣ୍ଣନ — ୧. Reeling; revolving.
୨. ଚାରି ଆଡେ ବୁଲିବା — ୨. Walking round.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚକ୍ରକାର — ୧. Round about.
୨. ଯେଉଁ ବାଟଦ୍ୱାରା ଅନେକ ପଥ ବୁଲିବାକୁ ହୁଏ; ବୁଲାଣିଆ (ବାଟ) — ୨. Winding; meandering.
୩. ଘୂର୍ଣ୍ଣ୍ୟମାନ — ୩. Revolving.