Jump to content

ଘୁରିବା

ଉଇକିଅଭିଧାନ‌ରୁ

ଘୁରିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣ)

[ସମ୍ପାଦନା]
୧. ଘୂର୍ଣ୍ଣିତ ହେବା; ଘାଉଁରି ବୁଲିବା — ୧. To whirl or turn round in a circle.

ବାଳକେ କ୍ରୀଡାରେ ଘୂରନ୍ତି ଭ୍ରମିଣ ଭୁମିରେ ପଡ଼ନ୍ତି—ଜଗନ୍ନାଥ. ଭାଗବତ

୨. ଅନେକ ପଥ ବୁଲିବା — ୨. To walk a great distance.
୩. ଏଣେ ତେଣେ ବୁଲିବା — ୩. To wander.
୪. ଫେରି ଆସିବା — ୪. To turn back; to return.

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ଧ୍ୱନ୍ୟନୂକରଣ)

[ସମ୍ପାଦନା]

(ଗୁଣ୍ଡୁରୁ ଚଡ଼େଇ) ଘୁର ଘୁର ରାବ କରିବା — To make a gurgling sound (said of the Guṇḍuru bird)