Jump to content

ଘୁର୍ଘୁର

ଉଇକିଅଭିଧାନ‌ରୁ

ଘୁର୍ଘୁର

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ -(ଘୁର=ଅନୁକରଣ ଶବ୍ଦ+ଘର ଧାତୁ=ଶବ୍ଦ କରିବା +କର୍ତ୍ତୃ. ଅ)

[ସମ୍ପାଦନା]
୧. ଘୁଙ୍ଗୁଡ଼ି — ୧. Snorting; snoring.
୨. ଘୁଡୁ ଘୁଡୁ ଶବ୍ଦ (ଘୁଷୁରି, ବିରାଡ଼ି ଓ ଶିଶୁମାନଙ୍କ ଶବ୍ଦ) ୨. Low rettling sound.
୩. ଭ୍ରମରବିଶେଷ — ୩. A kind of humming wasp.
୪. କୁକ୍କୁରଙ୍କ ଗାଉଁ ଗାଉଁ ଶବ୍ଦ — ୪. Growling of dogs.
୫. କଳିକତରା ପୋକ — ୫. Mole-cricket.
୬. ପ୍ରାଣୀର ଚମତଳେ କଣା କରି କୁଣ୍ଡିଆ ଜନ୍ମାଇବା ଏକ ପ୍ରକାର ପୋକ —୬. Guinea-worm.
୭. ଗୁଣ୍ଡୁରି ପୋକ — ୭. Sand-borer (insect).