Jump to content

ଘୁଷିତ

ଉଇକିଅଭିଧାନ‌ରୁ

ଘୁଷିତ

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷଣ - (ଘୁଷ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଧ୍ୱନିତ; ଶବ୍ଦିତ; ନାଦିତ — Sounding; resounding; reverberating.

ସଂସ୍କୃତ - ବିଶେଷ୍ୟ - (ଘୁଷ୍ ଧାତୁ+ଭାବ. ତ)

[ସମ୍ପାଦନା]
୧. ଘୋଷଣା — ୧. Proclamation.
୨. ଶବ୍ଦ — ୨. Noise; sound.