ଘୁଷୁଡ଼ିବା
ଦେଖଣା
ଘୁଷୁଡ଼ିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଗ୍ରାମ୍ୟ - (ଇତର) କ୍ରି. (ସଂସ୍କୃତ - ଘୂଷ୍ ଧାତୁ; ଘୁଷୁରିବା ବେଳେ ଭୁମିରେ ଦେହ ଘଷି ହେବାରୁ)
[ସମ୍ପାଦନା]- ୧. ପଙ୍କରେ ଲୋଟିବା — ୧. To wallow or roll about in the mud or mire.
- ୨. ତଳେ ଲୋଟିବା — ୨. To roll on the ground, to drag one's body on the ground.
- ୩. ଭୁମିରେ (ଦେହ ବା ବସ୍ତ୍ର) ଲାଗି ଗତି କରିବା — ୩. To move while the body or cloth is brushing the ground; to trail on the ground.