Jump to content

ଘୁଷୁରିଆ

ଉଇକିଅଭିଧାନ‌ରୁ

ଘୁଷୁରିଆ

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟିରକ୍ଷକ)

[ସମ୍ପାଦନା]
୧. ଶୂକରରକ୍ଷକ — ୧. One who brings up pigs swine-herb; pig keeper.
୨. ଶୂକରରକ୍ଷକ ନୀଚ ଜାତିବିଶେଷ — ୨. A low caste of people who keep swine.

[ ଦ୍ର—ଏମାନେ ଘୁଷୁରି ପାଳି ସେମାନଙ୍କୁ ବିକି ଜୀବିକା ନିର୍ବାହ କରନ୍ତି]