ଘୁଷୁରି ସାହାଣ
ଦେଖଣା
ଘୁଷୁରି ସାହାଣ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଘୂଷୁରିପଲ; ଶୂକରମାନଙ୍କ ଦଳ — ୧. A herd of swine.
- ୨. (ଘୁଷୁରିମାନେ ଦଳବନ୍ଧ ହୋଇ ରହୁଥିବାରୁ ଓ ସେମାନଙ୍କର ଶୀଘ୍ର ବଂଶବୃଦ୍ଧି ହେଉଥିବାରୁ)— ଘୁଷୁରିଙ୍କ ପରି ଦଳବଦ୍ଧ ବହୁ ବ୍ୟକ୍ତି — A large herb of man (compared to a herd of swine.)
(ଯଥା—ତା ଘରେ ଘୁଷୁରିସାହାଣ ପରି ଗୋଠେ ପିଲାଝିଲା)