ଘୁସ୍
ଦେଖଣା
ଘୁସ୍
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁହ୍ୟାଶୟ=ଗୁପ୍ତ ଅଭିପ୍ରାୟ; ଗୁପ୍ତଅଭିପ୍ରାୟସାଧନାର୍ଥ ପ୍ରଦତ୍ତ ଧନ; କିମ୍ୱା ସଂଘୂଷ ଧାତୁ=ବଧକରିବା; ଯାହା ସତ୍ୟ ଓ ନ୍ୟାୟକୁ ବଧକରେ; କିମ୍ୱା ଘୁଷ୍ ଧାତୁ=ପ୍ରଶଂସାକରିବା; ଯାହା ଗ୍ରହୀତାଙ୍କ କୃତ ଉପକାର ପାଇଁ ପ୍ରଶଂସା କରିବା ପରିବର୍ତ୍ତରେ ଦିଆଯାଏ)
[ସମ୍ପାଦନା]ଉତ୍କୋଚ; ଲାଞ୍ଚ — Bribe; illegal gratification.