ଘୂର୍ଣ୍ଣ
ଦେଖଣା
ଘୂର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବି(ଘୂର୍ଣ୍ଣ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଘୂରିବା; ଚକ୍ରାକାରରେ କରିଭ୍ରମଣ; ଘୂର୍ଣ୍ଣାୟମାନ ହେବା — ୧. Revolution; revolving; whirling.
- ୨. ଦୋହଲିବା; ଇତସ୍ତତଃ ସ଼ଞ୍ଚଳନ — ୨. Moving to and fro; waving.
- ୩. ଆବର୍ତ୍ତ — ୩. Whirlpool; eddy.
- ୪. କମ୍ପନ — ୪. Oscillation; shaking.
- ୫. ମୁଣ୍ଡ ବୁଲାଇବା ରୋଗ — ୫. Reeling; swimming of the head, vertige.
- ୬. ପିତାଶାଗ (ବଙ୍ଗାଳୀ - ଗୀମେଶାକ; ଜ୍ଞାନେନ୍ଦ୍ର) — ୬. A wild pot-herb; Erythraea Roxburghii.
ସଂସ୍କୃତ - ବିଶେଷଣ - (+ କର୍ତ୍ତୃ. ତ)
[ସମ୍ପାଦନା]ଘୂର୍ଣ୍ଣିତ — Whirling