ଘୂର୍ଣ୍ଣାବର୍ତ୍ତ

ଉଇକିଅଭିଧାନ‌ରୁ

ଘୂର୍ଣ୍ଣାବର୍ତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ଘୂର୍ଣ୍ଣ+ଆବର୍ତ୍ତ)[ସମ୍ପାଦନା]

୧. ଘୂର୍ଣ୍ଣୀଜଳ; ଜଳଭଉଁରୀ — ୧. Eddy; whirlpool.
୨. ଗୋଲ ସିଢ଼ି —୨. Spiral steps.