Jump to content

ଘୂର୍ଣ୍ଣିତ

ଉଇକିଅଭିଧାନ‌ରୁ

ଘୂର୍ଣ୍ଣିତ

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷଣ - (ଘୂର୍ଣ୍ଣ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଭ୍ରାନ୍ତ; ଭ୍ରମିତ; ଘୁରୁଥିବା — ୧. Whirling; revolving.
୨. (+କର୍ମ. ତ) ଘୁରା ଯାଉଥିବା — ୨. Caused to revolve; whirled; revolved.