Jump to content

ଘୂର୍ଣ୍ଣ (ଧାତୁ)

ଉଇକିଅଭିଧାନ‌ରୁ

ଘୂର୍ଣ୍ଣ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ -

[ସମ୍ପାଦନା]
୧. ବୁଲାଇବା; ଚକ୍ରାକାରରେ ଚାଳିତ କରିବା — ୧. To whirl.
୨. ଘୂରିବା; ଘାଉଁରି ଖାଇବା — ୨. To roll about; to turn round; to reel; to stagger.
୩. ଭ୍ରମଣ କରିବା; ଗତି କରିବା — ୩. To walk; to move