Jump to content

ଘୂଲାଇବା

ଉଇକିଅଭିଧାନ‌ରୁ

ଘୂଲାଇବା

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସମ୍ୱଲପୁର) କ୍ରି.

[ସମ୍ପାଦନା]
୧. ଭ୍ରୁଣଯୁକ୍ତ ହେବା; ଗର୍ଭରେ ଛୁଆ ସଞ୍ଚରିବା — ୧. To be quick with the child.
୨. (ପକ୍ଷୀ) ଡିମ୍ୱ ଫୂଟାଇବା — ୨. (a bird) To hatch an egg.