Jump to content

ଘୃଣାର୍ହ

ଉଇକିଅଭିଧାନ‌ରୁ

ଘୃଣାର୍ହ

ଉଚ୍ଚାରଣ

[ସମ୍ପାଦନା]
(file)
ଘୃଣାର୍ହା—ସ୍ତ୍ରୀ 

ସଂସ୍କୃତ - ବିଶେଷଣ - ପୁଂ. (ଘୃଣା+ଅର୍ହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଘୃଣ୍ୟ; ଯାହା ଘୃଣା କରିବା ଯୋଗ୍ୟ — Contemptible.